ସିଭିଲ ଇଞ୍ଜିନିୟରିଂ
କାହ୍ନୁ ସିଭିଲ ଇଞ୍ଜିନିୟରିଂ ଡିପ୍ଲୋମା କରିଛନ୍ତି ସେ ଯେ କୌଣସୀ ଚାକିରି କରିପାରି ଥାନ୍ତେ କିନ୍ତୁ ସେ ଇଟା ଯୋଡେଇ କାର୍ଯ୍ୟ ରେ ନିଜ କାରିଗରୀ ତଥା କଳାକୃତି ଦେଖେଇବା ପାଇଁ ଇଛା ପ୍ରକାଶ କଲେ। କାହ୍ନୁ ବେହେରାଙ୍କ ଘର ହେଲା ଜରପଦା, ଅନୁଗୁଳ। ତାଙ୍କ ବାପା ଜଣ କ୍ଳର୍କ ଏବଂ ମା ଜଣେ ଗୃହିଣୀ। ବୌଦ୍ଧ ରେ ଥିବା ସରକାରୀ ପଲିଟେକନିକ ରୁ ସିଭିଲ ରେ ଡିପ୍ଲୋମା କରିବା ପରେ ସେ ଇଟା ଯୋଡେଇ ରେ କ୍ୟାରିୟର କରି ସେଥିପାଇଁ ଲୋକ ମାନଙ୍କର ଚିନ୍ତା ଧାରା ବଦଳେଇବାକୁ ଚାହିଁଲେ। ସେ କୁହନ୍ତି ଇଣ୍ଡିଆ ସ୍କିଲ ୨୦୧୮ରେ ଇଟା ଯୋଡେଇ ରେ ପ୍ରତିଯୋଗୀତା କରିବାର ସୁଯୋଗ ମିଳିବାରୁ ସେ ନିଜର ପ୍ରତିଭା ର ସମ୍ପୂର୍ଣ ବ୍ୟବହାର କରି ରୌପ୍ୟ ଜିତିଲେ।
କପି ସଂରକ୍ଷିତ ©2023 ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ । ସମସ୍ତ ସତ୍ତ୍ବ ସଂରକ୍ଷିତ