ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ
ଓଡ଼ିଶା ସରକାର
English
ଏ-
ଏ
ଏ+
ହେଲ୍ପଡେସ୍କ
ଦକ୍ଷତା ପ୍ରତିଯୋଗିତା
ବିଶ୍ଵ ଦକ୍ଷତା କେନ୍ଦ୍ର
ନାନୋ ୟୁନିକର୍ଣ୍ଣ
ଓ ଏସ ଡ଼ି ଏ
ଲକ୍ଷ୍ୟ
ଘଟଣାକ୍ରମ
ଓ ଏସ ଡ଼ି ଏ ସଂରଚନା
ଯୋଜନା
ବାର୍ଷିକ ବିବରଣୀ
କ୍ୟାରିୟର
ଟେଣ୍ଡର
ଲଗିନ୍
ପାଠ୍ୟକ୍ରମ
ସମସ୍ତ କୋର୍ସ
ଡିଜିଟାଲ ସ୍କିଲିଂ
ଅନୁଷ୍ଠାନ
ସରକାରୀ ଆଇଟିଆଇ
ପଲିଟେକ୍ନିକ୍
ତାଲିମ କେନ୍ଦ୍ର
ରିସୋର୍ସେସ
ଖବର
ଅଡିଓ ଭିଜୁଆଲ ଗ୍ୟାଲେରୀ
ପରିସଂଖ୍ୟାନ
ସୋସିଆଲ୍ ମିଡିଆ
ଚେୟାରମ୍ୟାନଙ୍କ ଅଭିଭାଷଣ
ସ୍କିଲ୍ ମ୍ୟୁଜିୟମ
କଟକ
ଭୁବନେଶ୍ୱର
ବ୍ରହ୍ମପୁର
ସଫଳତାର କାହାଣୀ
ନିଯୁକ୍ତି ସୁଯୋଗ
ଅଂଶୀଦାର ହୁଅନ୍ତୁ
ଫର୍ମ
ନିର୍ଦ୍ଦେଶାବଳୀ
ପ୍ରସ୍ତାବ
ଫଳାଫଳ
ସିଓଇ (ଆଇ.ଆଇ.ଟି, ଦିଲ୍ଲୀ)
ଫର୍ମ
ବ୍ଲକ୍-ଚେନ୍ ବିଲଡର
ଏ.ଆର୍.ଭି.ଆର୍ - କମ୍ପୁଟର ଭିଜନ୍
ଆଇ.ଓ.ଟି & ୫ଜି
ଏଆଇ ବିଲଡର
ଡିଜିଟାଲ ସ୍କିଲିଂ(ଇନ୍୧୦ଏସ,ହାଇଡ୍)
ପଂଜିକରଣ
ଲୋ କୋଡ ନୋ କୋଡ
ଏଆଇଏମ୍ଏଲ୍
ଏଡବ୍ଲ୍ୟୁସ୍/କ୍ଲାଉଡ୍
ବ୍ଲକ୍ ଚେନ୍
ଡିଜିଟାଲ ସ୍କିଲିଂ(ଏସ.ଏ.ପି)
ଏସ.ଏ.ପି ପଂଜିକରଣ
DSDE Btech MCA
DSDE MBA HR
MBA Marketing for Participant
MCom (commerece) MBA (Finance)
For MBA (Fin) Students
କ’ଣ କୁହନ୍ତି ନିଯୁକ୍ତିଦାତା
Digital Skiling (BFSI)
BFSI Registration
ହେଲ୍ପଡେସ୍କ
ଦକ୍ଷତା ପ୍ରତିଯୋଗିତା
ବିଶ୍ଵ ଦକ୍ଷତା କେନ୍ଦ୍ର
ନାନୋ ୟୁନିକର୍ଣ୍ଣ
English
ଖୋଜନ୍ତୁ
ଖୋଜିଥିବା ଶବ୍ଦ
ପାଠ୍ୟକ୍ରମ
ସରକାରୀ ଆଇଟିଆଇ
ବିଶ୍ଵ ବିଜୟୀ
ନାନୋ ୟୁନିକର୍ଣ୍ଣ
ଆର୍ଟିକିଲ
ସଫଳତାର କାହାଣୀ
ଆମ ଗ୍ୟାଲେରୀ
ସବୁ ଠାରୁ ଲୋକପ୍ରିୟ ପୃଷ୍ଠା
ଲକ୍ଷ୍ୟ
ମୁଖ୍ୟ ପୃଷ୍ଠା
ଲକ୍ଷ୍ୟ
ଆମ ଲକ୍ଷ୍ୟ
ତିନି ବର୍ଷ ମଧ୍ୟରେ ଆମେ ଚାହୁଁ କର୍ପୋରେଟ ଇଣ୍ଡିଆ ଓଡ଼ିଶାକୁ ପ୍ରଥମ ପ୍ରାଧାନ୍ୟତା ଦିଅନ୍ତୁ। ସେମାନେ କେବେଳ ନିଯୁକ୍ତି ନୁହଁ ବରଂ ପ୍ରତିଭା ଅନ୍ଵେଷଣ ନିମନ୍ତେ ମଧ୍ୟ ଆଗେଇ ଆସିବେ। ଯାହା ଫଳରେ ଆମର ଯୁବକଯୁବତୀ ଦରମା ବଜାରରେ ନିଜର ପରାକାଷ୍ଠା ପ୍ରଦର୍ଶନ କରିବେ।
ପାଞ୍ଚ ବର୍ଷ ମଧ୍ୟରେ ୧୫ ଲକ୍ଷ ଓଡ଼ିଆ ଯୁବକ ଓ ଯୁବତୀ ମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଆନ୍ତର୍ଜାତୀୟ ସ୍ତରର ସୁଯୋଗ ଦେବାକୁ ଚାହୁଁ । ଏହାଦ୍ବାରା ବିଶ୍ଵର ଅନେକ ଦେଶ ନିଯୁକ୍ତି ଦେବା ନିମନ୍ତେ ଆଗେଇ ଆସିବେ।
ଓଡ଼ିଶାର ଏହି ମଡେଲ ନିଶ୍ଚିତ ରୂପେ ବିଶ୍ଵର ଅନ୍ୟ ପ୍ରାନ୍ତରେ ମଧ୍ୟ ଅନୁକରଣୀୟ ହେବ ।
ଆମ ମିସନ
"ସ୍କିଲ୍"
ନୁହେଁ "ସ୍କିଲ୍ଡ-ଇନ୍-ଓଡ଼ିଶା", ଆମେ ଏପରି ଏକ ମହତ୍ତ୍ଵାକାଂକ୍ଷୀ ବ୍ରାଣ୍ଡର ପରିକଳ୍ପନା କରୁଛୁ; ଯାହା ଦର୍ଶାଇବ ଶ୍ରେଷ୍ଠ କୁଶଳୀ ଲୋକ ଓଡ଼ିଶାରୁ ହିଁ ଆସନ୍ତି ।
ଆମ
ଆଭିମୁଖ୍ୟ
୨୦୨୪ ମିଶନ ପାଇଁ ରାଜ୍ୟର ଦକ୍ଷତା ବିକାଶ ଲକ୍ଷ୍ୟ ନିର୍ଦ୍ଧାରଣ।
ସିଏମଇଜିପିର ପରିକଳ୍ପନାକୁ ସଫଳ କରିବା ସହ ରାଜ୍ୟର ବ୍ୟାପକ ନୀତି ଅନୁଯାୟୀ ଦକ୍ଷତା ବିକାଶ ଲକ୍ଷ୍ୟ ପୂରଣ ପାଇଁ ସମୟାନୁକ୍ରମେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ।
ଦକ୍ଷତା ବିକାଶର ସର୍ବୋତ୍କୃଷ୍ଟ କେନ୍ଦ୍ର ଭାବେ ଭୁବନେଶ୍ଵରରେ ୱାର୍ଲ୍ଡ ସ୍କିଲ୍ ସେଣ୍ଟର ପ୍ରତିଷ୍ଠା।
ସମସ୍ତ ବିଶ୍ଵ ଦକ୍ଷତା ପ୍ରତିଯୋଗୀତାରେ ଓଡ଼ିଶାକୁ ଅଗ୍ରଣୀ ପ୍ରତିଯୋଗୀ କରିବା।
ରାଜ୍ୟରେ ସମସ୍ତ ଦକ୍ଷତା ବିକାଶ ଓ ଉଦ୍ୟୋଗୀତା କାର୍ଯ୍ୟକ୍ରମ ପାଇଁ ନୋଡାଲ ଏଜେନ୍ସି ଭାବେ କାର୍ଯ୍ୟ କରିବା।
ଭାରତ ସରକାରଙ୍କ ସମ୍ବନ୍ଧିତ ମନ୍ତ୍ରାଳୟ ଏବଂ ରାଷ୍ଟ୍ରୀୟ ଦକ୍ଷତା ବିକାଶ ନିଗମ ପରି ସଂଗଠନର ସହଯୋଗରେ ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗ ମଧ୍ୟରେ ଦକ୍ଷତା ବିକାଶ ନେଇ ସମନ୍ଵୟ ପ୍ରତିଷ୍ଠା।
ଦକ୍ଷତା ବିକାଶ ପାଇଁ ଅନ୍ତର୍ଜାତୀୟ ଏଜେନ୍ସି, ମଲ୍ଟି-ଲାଟେରାଲ ଏଜେନ୍ସି ତଥା ବିଭିନ୍ନ ଘରୋଇ ଏବଂ ସରକାରୀ କ୍ଷେତ୍ରର ସିଏସଆର ପାଣ୍ଠି ସହଯୋଗରେ ଏକ କର୍ପସ ପାଣ୍ଠି ଏବଂ ଅତିରିକ୍ତ ବଜେଟ ଗଠନ।
କାର୍ଯ୍ୟକାରୀ ହୋଇଥିବା ଦକ୍ଷତା ବିକାଶ କାର୍ଯ୍ୟକ୍ରମଗୁଡିକୁ ଅଧିକ ସଫଳ ଏବଂ କ୍ରିୟାଶୀଳ କରିବା ପାଇଁ ନିୟମିତ ତର୍ଜମା ସହ ଉଚିତ ପଦକ୍ଷେପ ଗ୍ରହଣ।
ସାମାଜିକ-ଅର୍ଥନୈତିକ ଦୃଷ୍ଟିରୁ ଦୁର୍ବଳ ବା ପଛୁଆ ବର୍ଗଙ୍କ ପାଇଁ ଉପଯୁକ୍ତ ଦକ୍ଷତା ବିକାଶ ସୁନିଶ୍ଚିତ କରିବା।
ଉପରୋକ୍ତ ସମସ୍ତ ଉଦ୍ଦେଶ୍ୟକୁ ସଫଳ କରିବା ପାଇଁ ଯୋଜନା, ନୀତି ନିର୍ଦ୍ଧାରଣ ପରି ସମସ୍ତ ପ୍ରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ।
କପି ସଂରକ୍ଷିତ ©
2025
ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ । ସମସ୍ତ ସତ୍ତ୍ବ ସଂରକ୍ଷିତ
Ok
Ok
Cancel