ଜେନୋଫନ ଦାସ

ଟୁଲିଙ୍ଗ

ଜେନୋଫନ ଦାସ

ଛୋଟ ବେଳର ନିଶାରୁ ଜାତୀୟ ପରିଚୟ: ସୃଜନଶୀଳତା ଏବଂ ଦକ୍ଷତାର ମିଶ୍ରଣ ଜେନୋଫନଙ୍କର ସଫଳତା ର ଚାବି।

କେବଳ ପ୍ରଯୁକ୍ତି ବିଦ୍ୟା ହି ଦକ୍ଷତାର ପରିମାପକ ନୁହେଁ। ଏମ କାଡ ପରି କିଛି  ପାଠ୍ୟକ୍ରମରେ ସୃଜନଶୀଳତା ର ଚାହିଦା ଅଧିକ।ଇଣ୍ଡିଆ ସ୍କିଲ ପ୍ରତିଯୋଗୀତା ୨୦୧୮ର  ରୌପ୍ୟ ପଦକ ବିଜେତା ଜେନୋଫୋନ ଙ୍କ ପାଇଁ ଡ୍ରଇଂ ଆଉ ଏନିମେଶନ କରିବା ଛୋଟ ବେଳରୁ ଗୋଟେ ନିଶା ଥିଲା।ପରେ ପରେ କମ୍ପୁଟର ରେ ଚିତ୍ର କରିବାକୁ ସେ ଭଲ ପାଇଲେ । ସିଟିଟିସି (ସେଣ୍ଟ୍ରାଲ ଟୁଲ ରୁମ ଆଣ୍ଡ ଟ୍ରେନିଂ ସେଣ୍ଟର) ରେ ସେ ଟୁଲ ଏଣ୍ଡ ଡାଇ ଇଞ୍ଜିନିୟରିଂ ରେ ଡିପ୍ଲୋମା କରିବାକୁ  ନିର୍ଣ୍ଣୟ କଲେ। ସେଠାରେ ମିଳିଥିବା ଶିକ୍ଷା ତାଙ୍କୁ ନିଜର  ଛୋଟବେଳର ନିଶା କୁ ଅଧିକ ଶାଣିତ କରିବାକୁ ସାହାଯ୍ୟ କଲା ସେ ଏବେ ଜାତୀୟ ସ୍ତରରେ ନିଜ ନିଶା ଯୋଗୁ ସମ୍ମାନ୍ନିତ ଓ ପରିଚିତ।

କପି ସଂରକ୍ଷିତ ©2024 ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ । ସମସ୍ତ ସତ୍ତ୍ବ ସଂରକ୍ଷିତ