ଠିକାଦାର
ଅନିଲ, ମୟୂରଭଞ୍ଜ ଜିଲ୍ଲାର ଏକ ଅଖ୍ୟାତ ବୁଡାମରା ଗାଁରେ ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ପାରିବାରିକ ଅସୁବିଧା ଯୋଗୁ ସେ ୧୦ମ ଶ୍ରେଣୀରୁ ପାଠ ଛାଡି ଦେଇଥିଲେ। ହେଲେ ଜୀବନରେ ସଫଳତା ପାଇବା ପାଇଁ ସେ ସଂଘର୍ଷ ଜାରି ରଖିଥିଲେ। ୨୦୧୩ରେ ବାରିପଦାର ସିଏସଟିସି କେନ୍ଦ୍ରରେ ଦକ୍ଷତା ତାଲିମ ନେଇ ସେ ବର୍ତ୍ତମାନ ଏଲଏଣ୍ଡଟିର ଜଣେ ସଫଳ ଠିକାଦାର।
କପି ସଂରକ୍ଷିତ ©2023 ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ । ସମସ୍ତ ସତ୍ତ୍ବ ସଂରକ୍ଷିତ