ପ୍ଲେସମେଣ୍ଟ ଲିଙ୍କ ଟ୍ରେନିଂ ପ୍ରୋଗ୍ରାମ
www.empmissionodisha.gov.in
ପ୍ଲେସମେଣ୍ଟ ଲିଙ୍କ ଟ୍ରେନିଂ ପ୍ରୋଗ୍ରାମ ଯୋଜନା ଯୁବପିଢୀଙ୍କ ଜଟିଳ ରୋଜଗାର ସମସ୍ୟାକୁ ସମାଧାନ କରେ। ନାମ ଲେଖାଇଥିବା ପାର୍ଥୀଙ୍କୁ ତାଲିମ ପ୍ରାପ୍ତ ପରେ ବିଭିନ୍ନ ଶିଳ୍ପରେ ନିଯୁକ୍ତି ପାଇଁ ସହଯୋଗ କରେ। ଓଏସଡ଼ିଏ ଅଧୀନରେ ୩୯ ପିଏଲଟିପି କାର୍ଯ୍ୟ କରୁଛି ।
ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା
www.pmkvyofficial.org
ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା କେନ୍ଦ୍ର କୌଶଳ ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରେ। ଏହି ସ୍କିଲ ସାର୍ଟିଫିକେସନ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଲା ଭାରତୀୟ ଯୁବକଙ୍କୁ ଶିଳ୍ପ ଆବଶ୍ୟକତା ଅନୁସାରେ କୌଶଳ ତାଲିମ ଦେଇ ରୋଜଗାରକ୍ଷମ କରାଇବା।
ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା
www.ddugky.gov.in
ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା ହେଉଛି ଭାରତ ସରକାରଙ୍କ ଗ୍ରାମ୍ୟ ବିକାଶ ମନ୍ତ୍ରଣାଳୟର କୌଶଳ ଓ ରୋଜଗାର ପ୍ରଦାନ ପାଇଁ ପ୍ରୟାସ କରେ। କୌଶଳ ଶିକ୍ଷା ଦ୍ଵାରା ଏହି ଯୋଜନାରେ ଯୁବପିଢୀଙ୍କ ରୋଜଗାର ଆକାଂକ୍ଷା ପୂରଣ କରିବାର ଲକ୍ଷ୍ୟ ନେଇ କାର୍ଯ୍ୟ କରୁଛି । ଅକ୍ଟୋବର ୨୦୧୮ ସୁଦ୍ଧା ଡିଡିୟୁଜିକେୱାଇ ୩୨୯ ବିଭାଗରେ ୮୩୭୪୫ ଜଣଙ୍କୁ ତାଲିମ ଦେଇଥିବା ବେଳେ ୪୬୬୫୪ ଜଣ ରୋଜଗାରକ୍ଷମ ହୋଇପାରିଛନ୍ତି। ଏହି ଯୋଜନା ସମଗ୍ର ଦେଶରେ ୭୧୧ ପିଆଇଏରେ ଚାଲୁଅଛି।
ପ୍ରଧାନମନ୍ତ୍ରୀ କୌଶଳ କେନ୍ଦ୍ର
www.nsdcindia.org/pmkk
କୌଶଳ ବିକାଶକୁ ଗତି ଦେବା ପାଇଁ ଏନଏସଡିସି ପକ୍ଷରୁ ଷ୍ଟେଟ ଅଫ ଦି ଆର୍ଟ ତାଲିମ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି।
କପି ସଂରକ୍ଷିତ ©2023 ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ । ସମସ୍ତ ସତ୍ତ୍ବ ସଂରକ୍ଷିତ